ଲକ୍‌ଡାଉନ୍‌ ୪.୦: କାର୍ଯ୍ୟକ୍ଷେତ୍ର ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ନୂଆ ନିୟମାବଳୀ

ଜଣେ କିମ୍ବା ଦୁଇ ଜଣ କରୋନା ଆକ୍ରାନ୍ତ ହେଲେ ପୂରା କାର୍ଯ୍ୟାଳୟକୁ ବନ୍ଦ କରିବା ଅନାବଶ୍ୟକ ନୂଆଦିଲ୍ଲୀ: କରୋନା ଭାଇରସ୍‌ ପାଇଁ ଦେଶରେ ତୃତୀୟ ଲକ୍‌ଡାଉନ୍‌ ଉଠିବା ପରେ ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍‌ ଲାଗୁ ‌ହୋଇଛି। ଏହି ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍‌ରେ ଅନେକ କିଛି ପରିବର୍ତ୍ତନ ଆସିଥିବା ବେଳେ କାର୍ଯ୍ୟକ୍ଷେତ୍ରକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଏକ ନୂଆ ନିୟମାବଳୀ‌ ଜାରି କରାଯାଇଛି। ଏହି … Continue reading ଲକ୍‌ଡାଉନ୍‌ ୪.୦: କାର୍ଯ୍ୟକ୍ଷେତ୍ର ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ନୂଆ ନିୟମାବଳୀ